ଓକିଲ ସଂଘ ନୂତନ କର୍ମକର୍ତ୍ତା ଚୟନ।
ପାତ୍ରପୁର,୩୦/୦୩/୨୬, ଆଜି ପାତ୍ରପୁର ଓକିଲ ସଂଘର ନୂତନ କର୍ମକର୍ତ୍ତା ଚୟନ ହୋଇଥିବା ଜଣାପଡ଼ିଛି। ସଭାପତି ଭାବରେ ରମେଶ ଚନ୍ଦ୍ର ପାଢ଼ୀଙ୍କୁ ଚୟନ କରିଥିବା ବେଳେ ସମ୍ପାଦକ ଭାବେ ଏ ନିରଞ୍ଜନ ରେଡ୍ଡୀଙ୍କୁ ସଂଘ ପକ୍ଷରୁ ଚୟନ କରିଥିବା ଜଣାପଡ଼ିଛି। ସେହିପରି ଉପ ସଭାପତି ଭାବରେ ତ୍ରୀନାଥ ମହାନ୍ତି,ସହ ସମ୍ପାଦକ ଭାବେ ପୂର୍ଣ୍ଣ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଲମ୍ବୋଦର ପ୍ରଧାନ,ମିଡିଆ ସେଲ୍ ଆଇ ବାଳକୃଷ୍ଣ ରେଡିଙ୍କୁ ଚୟନ କରାଯାଇଥିଲା।
