ଫୋକସ ପ୍ଲସ ଟିଭି ପରଦାରେ ଲୋକାର୍ପିତ

ଭୁବନେଶ୍ୱର, ୧୧/୫(ଖବର): ମେ ୧୦ ରବିବାର ଦିନ ଭୁବନେଶ୍ୱର ମେ ଫେୟାରଠାରେ ଫୋକସ ପ୍ଲସର ଲୋକର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନରେ ମୁଖ୍ୟ ଅତିଥି ସାମ୍ବାଦିକ ଶଶୀରଞ୍ଜନ ଯୋଗଦେଇଥିଲା ବେଳେ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ବିଧାୟକ ଅଶୋକ ମହାନ୍ତି, ପ୍ରଦୋଷ ପଟ୍ଟନାୟକ, ସୋଫିଆ ଫିର୍ଦୋଷ,ମୀମାଂଶୀ ମଲ୍ଲ ିକ,ଏ ମାନଭି, ପ୍ରଦୀପ ମାଝୀ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ, ଏହି ଅବସରରେ ଇଂରାଜୀ ପତ୍ରିକା “ରାଉଣ୍ଡ ଦି କ୍ଳକ’ ଶୁଭ ଏକାମ୍ର କ୍ଷେତ୍ରରେ ସୋମନାଥ ସ୍ୱାଭିମାନ ପର୍ବ ଉନ୍ମୋଚିତ ହୋଇଥିଲା,ମୁଖ୍ୟ ସମ୍ପାଦକ ଡ଼ଃ ସୁଧାଂଶୁ ଶେଖର ରାଉତ ସାମାଜିକ ଓ ସାମ୍ୱାଦିକ ସ୍ତରରେ ଗଣ ମାଧ୍ୟମର ଭୂମିକା ଏବଂ ପରିବର୍ତ୍ତନ ଆଣିବାରେ ସମ୍ବାଦ, ବିଭିନ୍ନ ଗଣମାଧ୍ୟମ ପତ୍ର ଗ୍ରହଣ କରୁଥିବା ପ୍ରମୁଖ ଭୂମିକା ଉପରେ ନିଜ ଭାଷଣରେ ଆଲୋକପାତ କରିଥିଲେ, କାର୍ଯ୍ୟକ୍ରମ ପରିଶେଷରେ ବିଭିନ୍ନ ସାଂସ୍କୃତିକ ଓ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ସହିତ ବେଲପାହାଡ଼: କାର୍‌ ଆସି ପରିବେଷଣ କରାଯାଇଥିଲା, ପରିଶେଷରେ ସାମ୍ବାଦିକତାରେ ପ୍ରତିଷ୍ଠିତ ଅର୍ଜନ କରିଥିବା ବ୍ୟକ୍ତି ମାନଙ୍କୁ ପୁରସ୍କୃତ ଉପସ୍ଥ ିତ ଅତିଥି ମାନଙ୍କ କରକମଳରେ ପ୍ରଦାନ କରାଯାଇଥିଲା

Leave a Reply

Your email address will not be published. Required fields are marked *