କଷୃକ ମୋର୍ଚ୍ଚା ରାଜ୍ୟ ସମ୍ପାଦକଅରଣୁ ନାୟକଙ୍କୁ ସ୍ୱାଗତ ସମ୍ବଦ୍ଧର୍ନ।


ଓଡିଶାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବିଶିଷ୍ଟ ନାଟ୍ୟକାର ଏବଂ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖକ ତଥା ସ୍ତମ୍ଭକାର ଡକ୍ଟର ଅରୁଣ କୁମାର ନାୟକ ବିଗତ ପନ୍ଦର ବର୍ଷ ଧରି କୃଷକ ମାନଙ୍କ ପାଇଁ କାର୍ଯ୍ୟ କରି ଆସୁଛନ୍ତି। କୃଷକ ମାନଙ୍କୁ ବିଭିନ୍ନ ସମୟରେ ସଚେତନ କରିବାକୁ ଅନେକ ଗୁଡିଏ ଛୋଟ ଛୋଟ ଭିଡିଓ ଫିଲ୍ମ ନିଜସ୍ୱ ଉଦ୍ୟମରେ ପ୍ରସ୍ତୁତ କରିଛନ୍ତି। କୃଷି ସମସ୍ୟା ତଥା ତା’ର ସମାଧାନ ନିମି ନିୟମିତ ଭାବରେ ବିଭିନ୍ନ ଦୈନିକ ଖବର କାଗଜର ସମ୍ପାଦକୀୟ ପୃଷ୍ଠାରେ ନିଜର ଆଲେଖ୍ୟ ପ୍ରକାଶ କରି ଆସୁଛନ୍ତି। ନିଜ ଅ ଳରେ କୃଷିବୀର ସମ୍ବର୍ନ୍ଧନା କାର୍ଯ୍ୟ କ୍ରମ ଆୟାଜନ କରି, ସାଧାରଣରେ ଏକ ନୂତନ ବା।ର୍ ଦେବାକ ୁ ପ୍ରୟାସ ଜାରି ରଖିଛନ୍ତି। ଚଳିତ ବର୍ଷ ତାଙ୍କ ଦ୍ୱାରା ରଚିତ ଯାତ୍ରା ନାଟକ “ଜଣେ ଚଷା ପୁଅର ପ୍ରେମ କାହାଣୀ” ଓଡିଶାର ଯାତ୍ରା ଦର୍ଶକ ମହଲରେ ଖୁବ୍‌ ଆଦୃତ ହେବା ସହ, ଏହା ପ୍ରତ୍ୟେକଟି କୃଷକ ପରିବାରର ଏକ ନିଛକ କାହାଣୀ ହୋଇଥିବାରୁ, ତାଙ୍କୁ ଶ୍ରେଷ୍ଠ ନାଟ୍ୟକାର ଭାବରେ ପୁରସ୍କୃତ କରାଯାଇଛି। ଏଇ ନିକଟ ଅତୀତରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ, ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢୀ ଡକ୍ଟର ନାୟକଙ୍କୁ କୃଷକ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଦାୟିତ୍ୱ ପ୍ରଦାନ କରିଥିବାରୁ ବିଭିନ୍ନ ମହଲରୁ ତଥା ବିଭିନ୍ନ କୃଷକ ସଂଗଠନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନାର ସୁଅ ଛୁଟିଛି। ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ କୃଷକ ସଂଗଠନ ‘କୃଷକ ବିକାଶ ପରିଷଦ’ ତରଫରୁ ଶ୍ରୀ ସୁରେନ୍ଦ୍ର କୁମାର ପୃଷ୍ଟିଙ୍କ ନେତୃତ୍ୱରେ ଶତାଧିକ କୃଷକ ଡକ୍ଟର ଅରୁଣ କୁମାର ନାୟକଙ୍କୁ ଫୁଲତୋଡା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିବା ସ୍ଥଳେ, ବିଜେପି ଜିଲ୍ଲା ସଭାପତି ଶ୍ରୀ ରାସବିହାରୀ ବେହେରା, ଢେଙ୍କାନାଳ ଜିଲ୍ଲାର ଜୋନ୍‌ – ୨୧ ର ଏକମାତ୍ର ବିଜେପି ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଶୀଲାରାଣୀ ସାହୁ, ବରଷ୍ଠି ବେି ଜପ ି ନେତା ଶ୍ରୀ ସବୁ ତ୍ର କୂମୁ।ର ସାହୁ, ଅରଖପାଳ ଗ୍ରା ମପ।ୟତର ସରପ ଧଳ ବରାଳ, ଯମୁନାକୋଟ ଗ୍ରାମ ପ।ୟତର ସରପ ଶ୍ରୀ ରଞ୍ଜନ ବାରିକ ତଥା ବିଜେପି ଜିରାଳ ମଣ୍ଡଳ ତରଫରୁ ମାର୍ଥାପୁର ଗ୍ରାମପ।ୟତର ସରପ ଶ୍ରୀ ରାଜେନ୍ଦ୍ର ମଲ୍ଲିକ ଡକ୍ଟର ନାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି। ଡକ୍ଟର ଅରୁଣ କୁମାର ନାୟକ ନିଜ ବକ୍ତବ୍ୟରେ କହିଛନ୍ତି ଯେ, ସେ’ ବ ଥି ôବ। ଯାଏଁ କଷୃ ବି କି।ଶ ଓ କଷୃ କର ଉନ୍ନତି ପାଇ ଁ ସମର୍ପଣ ମନୋଭାବ ରଖ ô କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ।

Leave a Reply

Your email address will not be published. Required fields are marked *