ଜୟପୁର,୩୧।୧: ହିନ୍ଦୁ ସମାଜ ଜୟପୁରର ସନାତନୀ ବନ୍ଧୁ ମିଳନ ସ୍ଥାନୀୟ ହତିଶାଳ କପିଳେଶ୍ୱର ମନ୍ଦିର ପରିସରରେ ଆୟଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ଜୟପୁର ତହସିଲଦାର ସାବ୍ୟସାଚି ଜେନା ସତିଶ ନନ୍ଦ ବାବୁ ଭାଇ ବଜରଙ୍ଗି ନିରଞ୍ଜନ ପାଣିଗ୍ରାହୀ ଗାୟତ୍ରୀ ପରିବାର ପ୍ରମୁଖ ମଞ୍ଚାସିନ ଥିଲେ ଏହି ମଞ୍ଚକୁ ପରିଚାଳନା କରିଥିଲେ ସୁନିତା ଜେନା।
ହିନ୍ଦୁ ସମାଜର ବନ୍ଧୁ ମିଳନ।
