ଉତ୍କଳ ଆଲୁମିନା ପକ୍ଷରୁ ୭୭ ତମ ସ୍ଵାଧୀନତା ଦିବସ ପାଳିତ

ଉତ୍କଳ ଆଲୁମିନା ପକ୍ଷରୁ ୭୭ ତମ ସ୍ଵାଧୀନତା ଦିବସ ପାଳିତ ରାୟଗଡା ୨୭/୧(କର୍ଣ୍ଣ କନ୍ଦପାଣି) କାଶୀପୁର ବ୍ଲକ ରେ ଗୋଡ଼ିଉଠି ଥିବା ଉତ୍କଳ ଆଲୁମିନା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ୭୭ତମ ସାଧାରତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି। ସ୍ଥାନୀୟ ନୂଆପଡ଼ା ସ୍ଥିତ ହେଲିପ୍ୟାଡ ପଡିଆ ଠାରେ ଆୟୋଜତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ୟୁନିଟ୍ ମୁଖ୍ୟ ରବି ନାରାୟଣ ମିଶ୍ର ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *