କୋଟପାଡ଼ ଦୁଲପୁର ସାହି ସ୍ଥିତ ଆଗା ବାବୁ କମ୍ପ୍ଲେସରେ ନୂତନ ଅଜିତ ସ୍ପୋର୍ଟ୍ସ ଦୋକାନ ଶୁଭାରମ୍ଭ

କୋଟପାଡ଼ ଠାରେ ନୂତନ ଅଜିତ ସ୍ପୋର୍ଟ୍ସ ନାମରେ ନୂତନ ଦୋକାନ ଶୁଭାରମ୍ଭ 

କୋଟପାଡ଼ ଠାରେ ନୂତନ ଭାବରେ ଅଜିତ ସ୍ପୋର୍ଟ୍ସ ନାମକ ଗୋଟିଏ ନୂତନ ଖେଳ ସାମଗ୍ରୀ ଉପକରଣ ବିକ୍ରେତା ଦୋକାନର ଶୁଭାରମ୍ଭ କରାଯାଇଛି, ବିଶେଷ କରି କୋଟପାଡ଼ ଅଞ୍ଚଳ ବ୍ୟବସାୟର ଗନ୍ତାଘର କହିଲେ ଅତୃକ ହେବ, କାରଣ କୋଟପାଡ଼ ଅଞ୍ଚଳ ଗୋଟିଏ ଭାଇଚାରାର ସହର ଏହିପରି ଜନସାଧାରଣ ମାନଙ୍କୁ ସେ ନିମନ୍ତ୍ରଣ ସହ ସ୍ୱାଗତ କରିଥିବାର ଦେଖିବାକୁ ମିଳିଥିଲା,ଆଜି ଶୁଭଉଦଘାଟନ ସମୟରେ କୋଟପାଡ଼ ଚାମ୍ବର ଅଫ କମର୍ସର ସଭାପତି ଗଣେଶ ଚନ୍ଦ୍ର ପଣ୍ଡା ଙ୍କ ସହିତ କମିଟିର ସମସ୍ତ ସଦସ୍ୟ ମାନଙ୍କ ସହିତ ମାନ୍ୟଗଣ ବ୍ୟକ୍ତି, ବୁଦ୍ଧିଯିବି ଏବଂ କୋଟପାଡ଼ ଅଞ୍ଚଳର ସମସ୍ତ ଜନସାଧାରଣ ମାନେ ଉପସ୍ଥିତ ରହି ଶୁଭେଚ୍ଛା ଓ ଅଭିନନ୍ଦନ କରିଥିବାର ଦେଖିବାକୁ ମିଳିଥିଲା 

Leave a Reply

Your email address will not be published. Required fields are marked *