କେଳୁ ଚରଣ କୀର୍ତ୍ତି ଶତକମ୍ : ଓଡ଼ିଶୀ ଗୁରୁ ପଦ୍ମ ବିଭୂଷଣ କେଳୁ ଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀମାନେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେଉଥିବା “ଓଡ଼ିଶୀ ସନ୍ଧ୍ୟା” କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିଛନ୍ତି।