‘ଏକ ପେଡ୍ ମା’ କେ ନାମ -୨.୦’ ଅଭିଯାନ

‘ଏକ ପେଡ୍ ମା’ କେ ନାମ -୨.୦’ ଅଭିଯାନରେ ସାମିଲ ହୋଇଛି ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ। କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ନିର୍ଦ୍ଦେଶକ ଡ଼. ୟେଦୁଲା ବିଜୟ, ଓଡ଼ିଶା ହକି ପ୍ରମୋସନ କାଉନସିଲ ସିଇଓ ଶ୍ରୀ ଦୀପଙ୍କର ମହପାତ୍ର, ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ସ୍ୱାଇଁ ପ୍ରମୁଖଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ଅଭିଯାନରେ ସକ୍ରିୟ ରୂପେ ଅଂଶଗ୍ରହଣ କରି ଚାରା ରୋପଣ କରିଛନ୍ତି।

Leave a Reply

Your email address will not be published. Required fields are marked *